୯-୧୫ ଜୁଲାଇ
ଲୂକ ୮-୯
ଗୀତ ୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁଙ୍କ ଅନୁଗମନ କରିବା ପାଇଁ କʼଣ ଜରୁରୀ?”: (୧୦ ମି.)
ଲୂକ ୯:୫୭, ୫୮—ଯେଉଁମାନେ ଯୀଶୁଙ୍କର ଅନୁଗମନ କରନ୍ତି, ସେମାନଙ୍କୁ ଯିହୋବାଙ୍କ ଉପରେ ଭରସା ରଖିବାକୁ ହେବ (ଇନସାଇଟ୍-୨ ୪୯୪)
ଲୂକ ୯:୫୯, ୬୦—ଯେଉଁମାନେ ଯୀଶୁଙ୍କର ଅନୁଗମନ କରନ୍ତି, ସେମାନେ ଈଶ୍ୱରରଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୯:୬୧, ୬୨—ଯେଉଁମାନେ ଯୀଶୁଙ୍କର ଅନୁଗମନ କରନ୍ତି, ସେମାନେ ଜଗତର ଜିନିଷଗୁଡ଼ିକ ଦ୍ୱାରା ନିଜ ଧ୍ୟାନ ଭଙ୍ଗ ହେବାକୁ ଦିଅନ୍ତି ନାହିଁ (ଅଧ୍ୟୟନ ବାଇବଲ—ଚିତ୍ର; ପ୍ର୧୨-ହି ୪/୧୫ ୧୫-୧୬ ¶୧୧-୧୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଲୂକ ୮:୩—ଏହି ଖ୍ରୀଷ୍ଟିୟାନ ସ୍ତ୍ରୀମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କର କିପରି “ସେବା” କରୁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୯:୪୯, ୫୦—ଯଦିଓ ଜଣେ ଲୋକ ଯୀଶୁଙ୍କର ଅନୁଗାମୀ ନ ଥିଲା, ତଥାପି ସେ ତାକୁ ଭୂତ ଛଡ଼ାଇବା ପାଇଁ କାହିଁକି ମନା କଲେ ନାହିଁ? (ପ୍ର୦୮-ହି ୩/୧୫ ୩୧ ¶୩)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୮:୧-୧୫
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ପ୍ର୧୨-ହି ୩/୧୫ ୨୭-୨୮ ¶୧୧-୧୫—ବିଷୟବସ୍ତୁ: ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଆମେ ଯାହାସବୁ ତ୍ୟାଗ କରିଛୁ, ତାʼ ପାଇଁ ଆମ ମନରେ ଅବଶୋଷ ରହିବା ଉଚିତ୍ କି?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୩
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୨ ¶୪-୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୩ ଏବଂ ପ୍ରାର୍ଥନା