୩୦ ଜୁଲାଇ–୫ ଅଗଷ୍ଟ
ଲୂକ ୧୪-୧୬
ଗୀତ ୨୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ”: (୧୦ ମି.)
ଲୂକ ୧୫:୧୧-୧୬—ଏକ ବିପଥଗାମୀ ପୁତ୍ର ଅନୈତିକ ଜୀବନ ବିତାଇ ନିଜ ପିତାଙ୍କ ସମ୍ପତ୍ତି ଉଡ଼ାଇଦେଲା (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୧୫:୧୭-୨୪—ସେ ଅନୁତାପ କଲା ଏବଂ ତାʼ ପିତା ତାକୁ ପ୍ରେମର ସହିତ ସ୍ୱାଗତ କଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୧୫:୨୫-୩୨—ବଡ଼ ପୁଅର ଚିନ୍ତାଧାରାରେ ସୁଧାର ଅଣାଗଲା
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଲୂକ ୧୪:୨୬—ଏହି ପଦରେ ‘ଅପ୍ରିୟ ଜ୍ଞାନ କରିବାର’ ଅର୍ଥ କʼଣ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୧୬:୧୦-୧୩—“ଅଧର୍ମ ଧନ” ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ କʼଣ ବୁଝାଇବାକୁ ଚାହୁଁଥିଲେ? (ପ୍ର୧୭.୦୭-ହି ୮-୯ ¶୭-୮)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୧୪:୧-୧୪
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ପ୍ରେମରେ ସ୍ଥିର (ହିନ୍ଦୀ) ୩୭-୩୮ ¶୧୪-୧୫
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୫୦
“ମୁଁ ଅପବ୍ୟୟୀ ପୁତ୍ର ଥିଲି”: (୧୫ ମି.) ଡିସେମ୍ବର ୨୦୦୬ର ସଜାଗ ହୁଅ! (ଇଂରାଜୀ) ପତ୍ରିକାର ୧୩-୧୫ ପୃଷ୍ଠାରେ ଦିଆଯାଇଥିବା ଲେଖା ଉପରେ ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୪ ¶୧-୪
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୫୩ ଏବଂ ପ୍ରାର୍ଥନା