୧୮-୨୪ ଜୁନ୍
ଲୂକ ୨-୩
ଗୀତ ୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପିଲାମାନେ, ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରୁଛନ୍ତି କି?”: (୧୦ ମି.)
ଲୂକ ୨:୪୧, ୪୨—ଯୀଶୁ ନିଜ ପିତାମାତାଙ୍କ ସହିତ ପ୍ରତିବର୍ଷ ନିସ୍ତାର ପର୍ବ ପାଳନ କରିବାକୁ ଯାଉଥିଲେ (ଅଧ୍ୟୟନ ବାଇବଲ—ଲୂକ ୨:୪୧ ଅଧ୍ୟୟନ ତଥ୍ୟ)
ଲୂକ ୨:୪୬, ୪୭—ଯୀଶୁ ପଣ୍ଡିତମାନଙ୍କ କଥା ଶୁଣୁଥିଲେ ଏବଂ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୨:୫୧, ୫୨—ଯୀଶୁ ଲଗାତାର ନିଜ ପିତାମାତାଙ୍କର “ବଶୀଭୂତ ହୋଇ ରହିଲେ” ଏବଂ ତାହାଙ୍କ ଉପରେ ଉଭୟ ଈଶ୍ୱର ଓ ଲୋକମାନଙ୍କର ଅନୁଗ୍ରହ ଥିଲା (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୨:୧-୨୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ପ୍ର୧୪-ହି ୨/୧୫ ୨୬-୨୭—ବିଷୟବସ୍ତୁ: ପ୍ରଥମ ଶତାବ୍ଦୀର ଯିହୁଦୀମାନେ କେଉଁ ଆଧାରରେ ଖ୍ରୀଷ୍ଟଙ୍କର “ଅପେକ୍ଷାରେ” ଥିଲେ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୪୧
“ପିତାମାତାମାନେ, ପିଲାଙ୍କୁ ଶିଖାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ”: (୧୫ ମି.) ଆଲୋଚନା। ସେମାନେ ସୁଯୋଗକୁ ହାତଛଡ଼ା କଲେ ନାହିଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୧ ¶୧-୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୬ ଏବଂ ପ୍ରାର୍ଥନା