୧୪-୨୦ ମେ
ମାର୍କ ୯-୧୦
ଗୀତ ୧୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆମ ବିଶ୍ୱାସ ବଢ଼ାଉଥିବା ଏକ ଦର୍ଶନ”: (୧୦ ମି.)
ମାର୍କ ୯:୧—ଯୀଶୁ ପ୍ରତିଜ୍ଞା କଲେ ଯେ ତାହାଙ୍କ ପ୍ରେରିତମାନେ ଏକ ଦର୍ଶନରେ ଈଶ୍ୱରଙ୍କ ରାଜ୍ୟର ଝଲକ ଦେଖିବେ (ପ୍ର୦୫-ହି ୧/୧୫ ୧୨ ¶୯-୧୦)
ମାର୍କ ୯:୨-୬—ପିତର, ଯାକୁବ ଓ ଯୋହନ ଦର୍ଶନରେ ଦେଖିଲେ ଯେ ଯୀଶୁଙ୍କର ରୂପ ବଦଳିଯାଇଛି ଏବଂ ସେ ‘ମୋଶା ଓ ଏଲୀୟଙ୍କ’ ସହିତ କଥା ହେଉଛନ୍ତି (ପ୍ର୦୫-ହି ୧/୧୫ ୧୨ ¶୧୧)
ମାର୍କ ୯:୭—ଯିହୋବା ନିଜେ କହିଲେ ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାର୍କ ୧୦:୬-୯—ଯୀଶୁ ବିବାହ ବିଷୟରେ କେଉଁ ସିଦ୍ଧାନ୍ତ ଉପରେ ଜୋର୍ ଦେଲେ? (ପ୍ର୦୮-ହି ୨/୧୫ ୩୦ ¶୮)
ମାର୍କ ୧୦:୧୭, ୧୮—ଯେତେବେଳେ ଜଣେ ଲୋକ ଯୀଶୁଙ୍କୁ “ସଦ୍ଗୁରୁ” ବୋଲି କହିଲା, ଯୀଶୁ ତାକୁ ଏପରି କହିବାକୁ କାହିଁକି ମନା କଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାର୍କ ୯:୧-୧୩
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ପ୍ର୦୪-ହି ୫/୧୫ ୩୦-୩୧—ବିଷୟବସ୍ତୁ: ମାର୍କ ୧୦:୨୫ ପଦରେ ଲିଖିତ ଯୀଶୁଙ୍କ ଶବ୍ଦଗୁଡ଼ିକର ଅର୍ଥ କʼଣ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୩୬
“ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି . . .”: (୧୫ ମି.) ଆଲୋଚନା। ପ୍ରେମ ଓ ଆଦର ବିବାହ ବନ୍ଧନକୁ ଏକତାରେ ବାନ୍ଧି ରଖେ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୮ ¶୪-୯
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୯ ଏବଂ ପ୍ରାର୍ଥନା