୨-୮ ଏପ୍ରିଲ୍
ମାଥିଉ ୨୬
ଗୀତ ୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା”: (୧୦ ମି.)
ମାଥି ୨୬:୧୭-୨୦—ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଶେଷ ଥର ପାଇଁ ନିସ୍ତାର ପର୍ବର ଭୋଜନ କଲେ (ଅଧ୍ୟୟନ ବାଇବଲ—ଚିତ୍ର)
ମାଥି ୨୬:୨୬—ସ୍ମାରକର ରୋଟୀ ହେଉଛି ଯୀଶୁଙ୍କର ଶରୀରର ପ୍ରତୀକ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ମାଥି ୨୬:୨୭, ୨୮—ସ୍ମାରକର ଦ୍ରାକ୍ଷାରସ ହେଉଛି ଯୀଶୁଙ୍କର ରକ୍ତ ବା ‘ନିୟମର ରକ୍ତର’ ପ୍ରତୀକ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୨୬:୧୭—ନୀସନ୍ ୧୩କୁ “ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ” ବୋଲି କାହିଁକି କୁହାଯାଇପାରେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ମାଥି ୨୬:୩୯—“ଏହି ପାନପାତ୍ର ମୋʼଠାରୁ ଦୂର ହେଉ,” ଏହି ପ୍ରାର୍ଥନା ଯୀଶୁ କାହିଁକି କରିଥିବେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୨୬:୧-୧୯
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୫୯ ¶୨୧-୨୨ ଏବଂ ଅଧିକ ବିବରଣୀ
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୮ ମି.)
ଯିହୋବାଙ୍କର ମିତ୍ର ହୁଅ—ମୁକ୍ତିର ମୂଲ୍ୟ: (୭ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ। ତାʼପରେ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ଲୋକେ କାହିଁକି ରୋଗରେ ପଡ଼ନ୍ତି, ବୁଢ଼ାବୁଢ଼ୀ ହୁଅନ୍ତି ଏବଂ ମରିଯାʼନ୍ତି? ଯିହୋବା ଆମକୁ କେଉଁ ଆଶା ଦେଇଛନ୍ତି? ଆପଣ ପାରଦୀଶରେ କାହାକୁ ଭେଟିବାକୁ ଚାହାନ୍ତି?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୫ ¶୫-୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୫୫ ଏବଂ ପ୍ରାର୍ଥନା