‘ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ’
ଯିହୋବାଙ୍କର ଅନ୍ୱେଷଣ କରିବାର ଅର୍ଥ କʼଣ?
-
ଏହାର ଅର୍ଥ ହେଉଛି, ଆମେ ଲଗାତାର ଯିହୋବାଙ୍କ ବିଷୟରେ ଶିଖିବା ଏବଂ ତାହାଙ୍କ ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିବା
ଯେତେବେଳେ ଇସ୍ରାଏଲୀୟମାନେ ଯିହୋବାଙ୍କର ଅନ୍ୱେଷଣ କରିବାରେ ବିଫଳ ହେଲେ, ସେମାନଙ୍କ ସହିତ କʼଣ ହେଲା?
-
ସେମାନେ ‘ମନ୍ଦକୁ ଘୃଣା କରିବା ଓ ଭଲକୁ ଭଲ ପାଇବା’ ଭୁଲିଗଲେ
-
ସେମାନେ ନିଜକୁ ଖୁସି କରିବାରେ ଅଧିକ ଧ୍ୟାନ ଦେଲେ
-
ସେମାନେ ଯିହୋବାଙ୍କର ମାର୍ଗଦର୍ଶନକୁ ବେଖାତିର କଲେ
ଯିହୋବା ଆମକୁ କʼଣ ଯୋଗାଇଛନ୍ତି, ଯାହାଫଳରେ ଆମେ ତାହାଙ୍କ ଅନ୍ୱେଷଣ କରିପାରିବା?