୬-୧୨ ନଭେମ୍ୱର
ଆମୋଷ ୧-୯
ଗୀତ ୧୪୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ”: (୧୦ ମି.)
[ଆମୋଷ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ଆମୋ ୫:୪, ୬—ଆମେ ଈଶ୍ୱରଙ୍କୁ ଜାଣିବା ଉଚିତ୍ ଏବଂ ତାହାଙ୍କ ଇଚ୍ଛା ପୂରଣ କରିବା ଉଚିତ୍ (ପ୍ର୦୪-ହି ୧୧/୧୫ ୨୪ ¶୨୦)
ଆମୋ ୫:୧୪, ୧୫—ଆମେ ଭଲ-ମନ୍ଦ ବିଷୟରେ ଯିହୋବାଙ୍କ ମାନଦଣ୍ଡକୁ ସ୍ୱୀକାର କରିବା ଉଚିତ୍ ଏବଂ ସେଗୁଡ଼ିକୁ ଭଲ ପାଇବା ଶିଖିବା ଉଚିତ୍ [ଯିହୋବାଙ୍କ ଦିନ (ଇଂରାଜୀ) ୯୦-୯୧ ପୃଷ୍ଠା ¶୧୬-୧୭]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଆମୋ ୨:୧୨—ଏହି ପଦରୁ ଆମେ କʼଣ ଶିଖୁ? (ପ୍ର୦୭-ହି ୧୦/୧ ୮ ¶୪)
ଆମୋ ୮:୧, ୨—‘ଏକ ଡାଲା ଗ୍ରୀଷ୍ମକାଳୀନ ଫଳର’ ଅର୍ଥ କʼଣ? (ପ୍ର୦୭-ହି ୧୦/୧ ୮ ¶୨)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆମୋ ୪:୧-୧୩
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଏ ମାସରେ ପ୍ରକାଶନ ଦେବାର ପ୍ରସ୍ତୁତି କରନ୍ତୁ: (୧୫ ମି.) “ପ୍ରକାଶନ କିପରି ଦେବା” ଉପରେ ଆଲୋଚନା। ପ୍ରକାଶନ ଦେବାର ଭିଡିଓଗୁଡ଼ିକ ଦେଖାନ୍ତୁ। ପ୍ରତ୍ୟେକ ଭିଡିଓ ଦେଖାଇବା ପରେ ତାʼର କିଛି ମୁଖ୍ୟ ବିଷୟ ଉପରେ ଆଲୋଚନା କରନ୍ତୁ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ପୁନଃସାକ୍ଷାତ କରିବାରେ”: (୧୫ ମି.) ଆଲୋଚନା। ଏହାପରେ, ଭିଡିଓଟି ଦେଖାନ୍ତୁ, ଯେଉଁଥିରେ ଦୁଇଜଣ ପ୍ରଚାରକ ପୁନଃସାକ୍ଷାତ କରୁଛନ୍ତି ଏବଂ ସେହି ଭିଡିଓ ଉପରେ ଆଲୋଚନା କରନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୭ ଅଧ୍ୟା. ¶୧୯-୨୨, ୨୭୯ ପୃଷ୍ଠାର ବକ୍ସ
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୫ ଏବଂ ପ୍ରାର୍ଥନା