इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ହୋଶେୟ ୧-୭

ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି​—ଆପଣଙ୍କ ବିଷୟରେ କ’ଣ ?

ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି​—ଆପଣଙ୍କ ବିଷୟରେ କ’ଣ ?

ଯେତେବେଳେ କେହି ସମ୍ପର୍କ ବଜାୟ ରଖିବା ପାଇଁ ଦୃଢ଼ ଇଚ୍ଛା ଯୋଗୁଁ ଏବଂ ସଚ୍ଚୋଟତା, ଗଭୀର ଆସକ୍ତି ଓ ବିଶ୍ୱସ୍ତତା ଯୋଗୁଁ ପ୍ରେମ କରେ, ସେହି ପ୍ରେମକୁ ବିଶ୍ୱସ୍ତ ପ୍ରେମ କୁହାଯାଏ। ହୋଶେୟ ଓ ତାଙ୍କ ଅବିଶ୍ୱସ୍ତ ପତ୍ନୀ ଗୋମରର ଉଦାହରଣରୁ ଯିହୋବା ଶିଖାଇଲେ ଯେ ବିଶ୍ୱସ୍ତ ପ୍ରେମ ଓ ପ୍ରକୃତ କ୍ଷମା କʼଣ?—ହୋଶେ ୧:୨; ୨:୭; ୩:୧-୫.

ଗୋମର କିପରି ଦେଖାଇଲା ଯେ ତାʼଠାରେ ବିଶ୍ୱସ୍ତ ପ୍ରେମ ନ ଥିଲା?

ଇସ୍ରାଏଲୀୟମାନେ କିପରି ଦେଖାଇଲେ ଯେ ସେମାନଙ୍କଠାରେ ବିଶ୍ୱସ୍ତ ପ୍ରେମ ନ ଥିଲା?

ହୋଶେୟ କିପରି ଦେଖାଇଲେ ଯେ ତାଙ୍କଠାରେ ବିଶ୍ୱସ୍ତ ପ୍ରେମ ଥିଲା?

ଯିହୋବା କିପରି ଦେଖାଇଲେ ଯେ ତାହାଙ୍କ ପ୍ରେମ ବିଶ୍ୱସ୍ତ ଅଟେ?

ଚିନ୍ତନ ପାଇଁ: ମୁଁ କିପରି ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ପ୍ରେମ ଦେଖାଇପାରିବି?