୧୬-୨୨ ଅକ୍ଟୋବର
ହୋଶେୟ ୧-୭
ଗୀତ ୧୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?”: (୧୦ ମି.)
[ହୋଶେୟ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ହୋଶେ ୬:୪, ୫—ଇସ୍ରାଏଲୀୟମାନଙ୍କଠାରେ ଧର୍ମ (“ବିଶ୍ୱସ୍ତ ପ୍ରେମ,” NW) ନ ଥିବା ଦେଖି ଯିହୋବା ଦୁଃଖିତ ହେଲେ (ପ୍ର୧୦-ହି ୮/୧୫ ୨୫ ¶୧୮)
ହୋଶେ ୬:୬—ଯେତେବେଳେ ଆମେ ଦୟା (“ବିଶ୍ୱସ୍ତ ପ୍ରେମ,” NW) ଦେଖାଉ, ଯିହୋବା ଖୁସି ହୁଅନ୍ତି (ପ୍ର୦୭-ହି ୧୦/୧ ୪ ¶୧୩; ପ୍ର୦୭-ହି ୭/୧ ୨୦ ¶୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ହୋଶେ ୧:୭—କେବେ ଯିହୁଦା-ବଂଶ ପ୍ରତି ଦୟା କରାଗଲା ଏବଂ ସେମାନଙ୍କୁ ଉଦ୍ଧାର କରାଗଲା? (ପ୍ର୦୭-ହି ୧୦/୧ ୩ ¶୭)
ହୋଶେ ୨:୧୮—ଏହି ପଦଟି ପ୍ରାଚୀନ ସମୟରେ କିପରି ପୂରଣ ହେଲା ଏବଂ ଭବିଷ୍ୟତରେ କିପରି ପୂରଣ ହେବ? (ପ୍ର୦୫-ହି ୧୧/୧୫ ୨୦ ¶୧୬; ସଜା୦୫-ଇଂ ୯/୮ ୧୨ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ହୋଶେ ୭:୧-୧୬
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ୧ଯୋହ ୫:୩—ସତ୍ୟ ଶିଖାନ୍ତୁ। ଘରମାଲିକଙ୍କୁ ଆମ ସଭାଗୁଡ଼ିକୁ ନିମନ୍ତ୍ରଣ କରନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ଦ୍ୱିବି ୩୦:୧୧-୧୪; ଯିଶା ୪୮:୧୭, ୧୮—ସତ୍ୟ ଶିଖାନ୍ତୁ। jw.org ୱେବସାଇଟ୍ ପ୍ରତି ଧ୍ୟାନ ଆକର୍ଷଣ କରନ୍ତୁ। (ସପୁ୧୬.୦୮-ହି ୮ ¶୨ ଦେଖନ୍ତୁ।)
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଈଶ୍ୱରଙ୍କ ପ୍ରେମ (ହିନ୍ଦୀ) ୧୪-୧୫ ପୃଷ୍ଠା ¶୧୬-୧୮—ଏପରି ଭାବେ ଶିଖାନ୍ତୁ ଯେପରି ବିଦ୍ୟାର୍ଥୀଙ୍କ ହୃଦୟକୁ ଛୁଇଁଯିବ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୫୦
ମଣ୍ଡଳୀର ଆବଶ୍ୟକତା: (୧୫ ମି.) ପ୍ରାଚୀନଙ୍କ ଭାଷଣ। ଆରମ୍ଭରେ ପାଞ୍ଚ ମିନିଟ୍ ପାଇଁ ୧୫ ନଭେମ୍ବର, ୨୦୧୫ର ପ୍ରହରୀଦୁର୍ଗର (ହିନ୍ଦୀ) ୧୪ ପୃଷ୍ଠାରେ ଥିବା ପଦଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରନ୍ତୁ। ତାʼପରେ, “ଆପଣା ଧନରେ ଯିହୋବାଙ୍କର ସମାଦର କରନ୍ତୁ” (ହିନ୍ଦୀ) ଉପରେ ଆଲୋଚନା କରନ୍ତୁ। ଏହି ରୂପରେଖ jw.org ୱେବସାଇଟ୍ର ଡକ୍ୟୁମେଣ୍ଟ୍ସ ଟାବ୍ର ଫର୍ମ ବିଭାଗରେ ପ୍ରାଚୀନମାନଙ୍କ ପାଇଁ ଉପଲବ୍ଧ ରହିଛି। ଏହି ତଥ୍ୟକୁ ନିଜ ମଣ୍ଡଳୀରେ କିପରି ଲାଗୁ କରାଯାଇପାରିବ, ସେବିଷୟରେ କୁହନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୬ ଅଧ୍ୟା. ¶୧୮-୨୩, ୨୬୯ ପୃଷ୍ଠାର ବକ୍ସ
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୯ ଏବଂ ପ୍ରାର୍ଥନା