ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସେ ନିଜ ଅଧିକାରର ବ୍ୟବହାର ଲୋକମାନଙ୍କ ଲାଭ ପାଇଁ କଲେ
ମର୍ଦ୍ଦଖୟଙ୍କୁ ଗୋଟିଏ ବଡ଼ ଅଧିକାରୀ କରାଗଲା (ଏଷ୍ଟ ୯:୪; ଇନସାଇଟ୍-୨ ପୃ ୪୩୨ ¶୨)
ସେ ଯିହୋବାଙ୍କ ମହିମା କରିବା ପାଇଁ ଗୋଟିଏ ବାର୍ଷିକ ଉତ୍ସବ ପାଳନ କରିବା ଆରମ୍ଭ କଲେ (ଏଷ୍ଟ ୯:୨୦-୨୨, ୨୬-୨୮; ଇନସାଇଟ୍-୨ ପୃ ୭୧୬ ¶୫)
ସେ ଈଶ୍ୱରଙ୍କ ଲୋକମାନଙ୍କ ମଙ୍ଗଳ ପାଇଁ କାମ କଲେ (ଏଷ୍ଟ ୧୦:୩)
ଆଜି ଯେଉଁ ଲୋକମାନଙ୍କୁ ଯିହୋବାଙ୍କ ସଂଗଠନରେ କିଛି ଅଧିକାର ମିଳିଛି, ସେମାନେ ମର୍ଦ୍ଦଖୟଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କରନ୍ତି ।—ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ପୃ ୧୦୧-୧୦୨ ¶୧୨-୧୩.