୧୬-୨୨ ଅକ୍ଟୋବର
ଆୟୁବ ୬-୭
ଗୀତ ୩୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯେବେ ଆପଣଙ୍କୁ ଦୁଃଖ ସହିବା କଷ୍ଟକର ହୋଇଯାଏ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଆୟୁ ୬:୨୯—ଆମେ ଭାଇଭଉଣୀମାନଙ୍କ ଉପରେ ଦୋଷ ଲଗାଇବାରୁ କିପରି ଦୂରେଇ ରହିପାରିବା ? (ପ୍ର୨୦.୦୪-ହି ପୃ ୧୬-୧୭ ¶୧୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଆୟୁ ୬:୧-୨୧ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୭)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଭାଷଣ: (୫ ମି.) ପ୍ର୨୨.୦୧-ହି ପୃ ୧୨-୧୩ ¶୧୫-୧୮—ବିଷୟ: ଯାକୁବଙ୍କ ଭଳି ଭଲ ଶିକ୍ଷକ ହୁଅନ୍ତୁ—ଭଲ ଉଦାହରଣ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“‘ଯିହୋବା ଚୂର୍ଣ୍ଣମନାମାନଙ୍କର ରକ୍ଷା କରନ୍ତି’”: (୧୫ ମି.) ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ଭାଗ ୪ରେ ଆପଣ କʼଣ ଶିଖିଲେ ?
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୪୩ ଏବଂ ପ୍ରାର୍ଥନା