ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଏକା ସହ ମିଶି ଏକାଠି ହେବା ଆମ ପାଇଁ ଲାଭଦାୟକ ଅଟେ
ହିଜକୀୟ ଯିରୂଶାଲମରେ ବଡ଼ ମାତ୍ରାରେ ନିସ୍ତାର ପର୍ବ ପାଳନ କରିବାର ବ୍ୟବସ୍ଥା କଲେ (୨ବଂଶା ୩୦:୧; ଇନସାଇଟ୍-୧ ପୃ ୧୧୦୩ ¶୨)
ଅନେକ ଲୋକ ବିରୋଧ ସତ୍ତ୍ୱେ ଏହି ପର୍ବ ପାଳନ କରିବା ପାଇଁ ଆସିଲେ (୨ବଂଶା ୩୦:୧୦, ୧୧, ୧୩; ଇନସାଇଟ୍-୧ ପୃ ୧୧୦୩ ¶୩)
ସେମାନେ ବହୁତ ଖୁସି ହେଲେ ଏବଂ ସେମାନଙ୍କଠାରେ ଯିହୋବାଙ୍କ ସେବା କରିବାର ଉତ୍ସାହ ଭରିଗଲା (୨ବଂଶା ୩୦:୨୫–୩୧:୧; ଇନସାଇଟ୍-୧ ପୃ ୧୧୦୩ ¶୪-୫)
ନିଜକୁ ପଚାରନ୍ତୁ: ‘ସମସ୍ୟା ସତ୍ତ୍ୱେ ମଧ୍ୟ ଯେବେ ମୁଁ ସଭାଗୁଡ଼ିକରେ ଓ ଅଧିବେଶନଗୁଡ଼ିକରେ ଭାଇଭଉଣୀଙ୍କ ସହିତ ଏକାଠି ହୁଏ, ତେବେ ମୋତେ କʼଣ କʼଣ ଲାଭ ହୁଏ ?’