ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ପ୍ରଥମ ସାକ୍ଷାତ a
ପ୍ରଶ୍ନ : ପଇସା ଜରୁରୀ କିନ୍ତୁ କʼଣ ବହୁତ ପଇସା ଥିଲେ ହିଁ ଆମେ ଖୁସିରେ ରହିବା ?
ପଦ : ଏବ୍ରୀ ୧୩:୫
ଆର ଥରକୁ : ଆମ ପାଖରେ ଯାହା ଅଛି, ଆମେ ସେଥିରେ ସନ୍ତୁଷ୍ଟ କିପରି ରହିପାରିବା ?
ପୁନଃସାକ୍ଷାତ b
ପ୍ରଶ୍ନ : ଆମ ପାଖରେ ଯାହା ଅଛି, ଆମେ ସେଥିରେ ସନ୍ତୁଷ୍ଟ କିପରି ରହିପାରିବା ?
ପଦ : ଏବ୍ରୀ ୧୩:୧୮
ଆର ଥରକୁ : ସଚ୍ଚୋଟ ଓ ସନ୍ତୁଷ୍ଟ ରହିଲେ ଆମେ ଖୁସିରେ କିପରି ରହିପାରିବା ?