ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଭୁଲ୍ ବୁଝାମଣାରୁ ଅନେକ ଶିକ୍ଷା
ଯର୍ଦ୍ଦନ ନଦୀର ପୂର୍ବାଞ୍ଚଳରେ ରହୁଥିବା ଗୋଷ୍ଠୀ, ଗୋଟିଏ ବଡ଼ ଓ ଅଦ୍ଭୁତ ବେଦି ତିଆରି କଲେ (ଯିହୋ ୨୨:୧୦)
ଅନ୍ୟ ଗୋଷ୍ଠୀଗୁଡ଼ିକ ତାଙ୍କ ଉପରେ ଦୋଷ ଲଗାଇଲେ ଯେ ସେମାନେ ଯିହୋବାଙ୍କ ସହିତ ବିଶ୍ୱାସଘାତ କରିଛନ୍ତି (ଯିହୋ ୨୨:୧୨, ୧୫, ୧୬; ପ୍ର୦୬-ହି ୪/୧୫ ପୃ ୫ ¶୩)
ଯାହାଙ୍କ ଉପରେ ଦୋଷ ଲଗାଯାଇଥିଲା ସେମାନେ କୋମଳତାର ସହ ଉତ୍ତର ଦେଲେ । ଏହିପରି ଲୋକମାନଙ୍କ ଜୀବନ ରକ୍ଷା ହେଲ । (ଯିହୋ ୨୨:୨୧-୩୦; ପ୍ର୦୮-ହି ୧୧/୧୫ ପୃ ୧୮ ¶୫)
ଯେତେବେଳେ ଆମକୁ ମିଥ୍ୟା ଭାବରେ ଦୋଷ ଲଗାଯାଏ, ଆମେ କʼଣ କରିବା ଉଚିତ୍ ? ଯେତେବେଳେ ଆମେ ସବୁ କଥା ଜାଣି ନ ଥାଉ, ଆମେ କʼଣ କରିବା ଉଚିତ୍ ଓ କାହିଁକି ?—ହିତୋ ୧୫:୧; ୧୮:୧୩.