୩୦ ଡିସେମ୍ବର ୨୦୧୯–୫ ଜାନୁୟାରୀ ୨୦୨୦
ପ୍ରକାଶିତ ବାକ୍ୟ ୨୦–୨୨
ଗୀତ ୧୪୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”: (୧୦ ମି.)
ପ୍ରକା ୨୧:୧—“ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା” (ରେଭେଲେସନ୍ ୩୦୧ ¶୨)
ପ୍ରକା ୨୧:୩, ୪—“ପୂର୍ବ ବିଷୟସବୁ ଲୋପ ପାଇଅଛି” (ପ୍ର୧୩-ହି ୧୨/୧ ୧୧ ¶୨-୪)
ପ୍ରକା ୨୧:୫—ଯିହୋବାଙ୍କ ପ୍ରତିଜ୍ଞା ଭରସାଯୋଗ୍ୟ (ପ୍ର୦୩-ହି ୮/୧ ୧୨ ¶୧୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରକା ୨୦:୫—“ଅବଶିଷ୍ଟ ମୃତ ଲୋକମାନେ” କେଉଁ ଅର୍ଥରେ ୧,୦୦୦ ବର୍ଷର ଶେଷରେ ଜୀବିତ ହେବେ ? (ଇନସାଇଟ୍-୨ ୨୪୯ ¶୨)
ପ୍ରକା ୨୦:୧୪, ୧୫—“ଅଗ୍ନିମୟ ହ୍ରଦ” କʼଣ ? (ଇନସାଇଟ୍-୨ ୧୮୯-୧୯୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରକା ୨୦:୧-୧୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) କୌଣସି ପଦ ବାଛନ୍ତୁ ଏବଂ ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ତୃତୀୟ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୯)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୧୨ (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଆବଶ୍ୟକ ଅନୁଯାୟୀ କଥାବାର୍ତ୍ତାରେ ପରିବର୍ତ୍ତନ କରନ୍ତୁ”: (୧୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୫ ¶୧୯-୨୦, ପୃ ୧୬୨-୧୬୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୩୬ ଏବଂ ପ୍ରାର୍ଥନା