इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୬-୧୨ ଜୁଲାଇ
  • ଗୀତ ୧୫୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”: (୧୦ ମି.)

    • ଯାତ୍ରା ୬:୧—ମୋଶା ନିଜ ଆଖିରେ ଯିହୋବାଙ୍କ “ବାହୁ ବଳ” ଦେଖିଲେ

    • ଯାତ୍ରା ୬:୬, ୭—ଇସ୍ରାଏଲୀୟମାନଙ୍କୁ ଦାସତ୍ୱରୁ ମୁକ୍ତ କରାଯାʼନ୍ତା (ଇନସାଇଟ୍‌-୨ ୪୩୬ ¶୩)

    • ଯାତ୍ରା ୭:୪, ୫—ଯିହୋବା ହିଁ ସତ୍ୟ ଈଶ୍ୱର ବୋଲି ଫାରୋ ଓ ମିଶରୀୟମାନଙ୍କୁ ସ୍ୱୀକାର କରିବାକୁ ପଡ଼ିଲା (ଇନସାଇଟ୍‌-୨ ୪୩୬ ¶୧-୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୬:୩—ଯିହୋବା କେଉଁ ଅର୍ଥରେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ତାହାଙ୍କ ନାମରେ ପରିଚୟ ଦେଇ ନ ଥିଲେ ? (ଇନସାଇଟ୍‌-୧ ୭୮ ¶୩-୪)

    • ଯାତ୍ରା ୭:୧—ମୋଶା ଫାରୋ ପାଇଁ କିପରି “ପରମେଶ୍ୱର ତୁଲ୍ୟ” ହେଲେ ଏବଂ ହାରୋଣଙ୍କୁ ମୋଶାଙ୍କ “ଭବିଷ୍ୟଦ୍‌ବକ୍ତା” କାହିଁକି କୁହାଗଲା ? (ଇନସାଇଟ୍‌-୨ ୪୩୫ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୬:୧-୧୫ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ