इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୯ ଜୁଲାଇ–୪ ଅଗଷ୍ଟ

୧ ତୀମଥି ୪-୬

୨୯ ଜୁଲାଇ–୪ ଅଗଷ୍ଟ
  • ଗୀତ ୮୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?”: (୧୦ ମି.)

    • ୧ତୀମ ୬:୬-୮—‘ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେବାର’ ମହତ୍ତ୍ୱ (ପ୍ର୦୩-ହି ୬/୧ ୯ ¶୧-୨)

    • ୧ତୀମ ୬:୯—ଧନୀ ହେବାକୁ ଇଚ୍ଛା କରିବାର ପରିଣାମ (ସଜା-ଇଂ ୬/୦୭ ୬ ¶୨)

    • ୧ତୀମ ୬:୧୦—ଧନଲୋଭ କରିବା ଯୋଗୁଁ ଆସୁଥିବା ଦୁଃଖକଷ୍ଟ (ସଜା-ହି ୧/୦୯ ୬ ¶୪-୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧ତୀମ ୪:୧, ୨—ଜଣେ ବ୍ୟକ୍ତିର ବିବେକ କିପରି ଭ୍ରଷ୍ଟବିବେକ ହୋଇପାରେ [‘ତପ୍ତ ଲୁହାରେ ପୋଡ଼ିଗଲା ପରି ବିବେକ ପୋଡ଼ିଯାଏ,’ NIBV] ଏବଂ ଏହା କାହିଁକି ବିପଜ୍ଜନକ ? [ପ୍ରେମରେ ସ୍ଥିର (ହିନ୍ଦୀ) ୨୩-୨୪ ¶୧୭]

    • ୧ତୀମ ୪:୧୩—ପାଉଲ ତୀମଥିଙ୍କୁ କାହିଁକି କହିଲେ ଯେ ସେ ଶାସ୍ତ୍ରପାଠ କରିବା ଜାରି ରଖନ୍ତୁ ? (ଇନସାଇଟ୍‌-୨ ୭୧୪ ¶୧-୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧ତୀମ ୪:୧-୧୬ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ