ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ
ଜଣେ ଭାଇ ଯୁବା ଅବସ୍ଥାରୁ ହିଁ ମଣ୍ଡଳୀର କାମଗୁଡ଼ିକରେ ସହଯୋଗ କରିବା ଉଚିତ୍। ଫଳରେ ସେ ତାଲିମ ପାଇପାରିବେ ଏବଂ ବଡ଼ ହେଲା ପରେ ସହାୟକ ସେବକର ଦାୟିତ୍ୱ ସମ୍ଭାଳିବା ପାଇଁ ଯୋଗ୍ୟ ହୋଇପାରିବେ। (୧ତୀମ ୩:୧୦) କିନ୍ତୁ ଜଣେ ଭାଇ ଉତ୍ତମ କାର୍ଯ୍ୟ କରିବା ପାଇଁ କିପରି ଆଗକୁ ବଢ଼ିପାରିବେ ? ଏହି ଗୁଣଗୁଡ଼ିକୁ ନିଜଠାରେ ବଢ଼ାଇବା ଏବଂ ନିଜ କାମରେ ଦେଖାଇବା ଦ୍ୱାରା:
-
ତ୍ୟାଗର ଭାବନା।—ରାଜ୍ୟ ସେବା (ହିନ୍ଦୀ) ୭/୧୩ ୫¶୨
-
ଆଧ୍ୟାତ୍ମିକତା।—ରାଜ୍ୟ ସେବା (ହିନ୍ଦୀ) ୭/୧୩ ୬¶୩
-
ଭରସାଯୋଗ୍ୟତା ଓ ବିଶ୍ୱସ୍ତତା।—ରାଜ୍ୟ ସେବା (ହିନ୍ଦୀ) ୭/୧୩ ୬¶୪