ଜଣେ ଯୁବା ଭାଇଙ୍କୁ ମଣ୍ଡଳୀର କାମଗୁକ କରିବା ପାଇଁ ତାଲିମ ଦିଆଯାଉଛି

ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ଜୁଲାଇ ୨୦୧୯

ପ୍ରଚାର କରିବାର ନମୁନା

ଦୁଃଖକଷ୍ଟର କାରଣ ଓ ସମାପ୍ତି ବିଷୟରେ ପ୍ରଚାର କରିବାର ନମୁନା ସିରିଜ୍‌ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କର

ବାପ୍ତିସ୍ମ ପରେ ଆମକୁ ପୁରାତନ ସ୍ୱଭାବକୁ ପରିତ୍ୟାଗ କରିବା ଏବଂ ନୂତନ ସ୍ୱଭାବକୁ ପିନ୍ଧି ରହିବା ପାଇଁ ପରିଶ୍ରମ କରିବାକୁ ହେବ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ”

ଆମ ମଧ୍ୟରୁ ପ୍ରତ୍ୟେକଙ୍କଠାରେ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇବାର ସାମର୍ଥ୍ୟ ରହିଛି । କିପରି ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅଧର୍ମ ପୁରୁଷ ପ୍ରକାଶିତ ହେବ

୨ ଥେସଲନୀକୀୟ ୨ ପଦରେ କୁହାଯାଇଥିବା ‘ଅଧର୍ମ ପୁରୁଷର’ ନିଗୂଢ଼ତତ୍ତ୍ୱ କʼଣ ତାହା ଜଣାପଡ଼ିଲା ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ

ବାପ୍ତିସ୍ମପ୍ରାପ୍ତ ଭାଇମାନେ, ଯେଉଁଥିରେ ଯୁବାମାନେ ମଧ୍ୟ ସାମିଲ୍‌, ସମସ୍ତେ ଆଗକୁ ବଢ଼ିବା ଉଚିତ୍‌ । ସେମାନେ ଏହା କିପରି କରିପାରିବେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?

ଯଦି ଆପଣ ଏକ ନୂଆ ସହାୟକ ସେବକ କିମ୍ବା ପ୍ରାଚୀନ ଅଟନ୍ତି, ତେବେ ଆପଣ କିପରି ଅନୁଭବୀ ଭାଇମାନଙ୍କର ଆଦର କରିପାରିବେ ଏବଂ ସେମାନଙ୍କଠାରୁ ଶିଖିପାରିବେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?

ଧନ ସମ୍ପତ୍ତି ପଛରେ ଧାଇଁବା ପରିବର୍ତ୍ତେ ଈଶ୍ୱରଙ୍କ ଉପାସନାରେ ସମୟ ଦେଲେ ଆମକୁ କାହିଁକି ଅଧିକ ଖୁସି ମିଳିବ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଈଶ୍ୱରଙ୍କ ଉପାସନା ଶାରୀରିକ ବ୍ୟାୟାମଠାରୁ ଅଧିକ ଲାଭଜନକ

ଖ୍ରୀଷ୍ଟିୟାନମାନଙ୍କୁ ଖେଳକୁଦ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ କେଉଁ ବାଇବଲ ପଦଗୁଡ଼ିକ ସାହାଯ୍ୟ କରିବ ?