ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ପ୍ରଥମ ସାକ୍ଷାତ
ପ୍ରଶ୍ନ: ଏପରି କୁହାଯାଏ ଯେ “ନେବା ଅପେକ୍ଷା ଦେବାରେ ଅଧିକ ଖୁସି ମିଳେ” ଏବିଷୟରେ ଆପଣ କʼଣ ଭାବନ୍ତି ?
ପଦ: ପ୍ରେରି ୨୦:୩୫
ଆର ଥରକୁ: ଅନ୍ୟମାନଙ୍କୁ ଦେବାରେ ଆମକୁ କାହିଁକି ଖୁସି ମିଳେ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ
ପ୍ରଶ୍ନ: ଅନ୍ୟମାନଙ୍କୁ ଦେବାରେ ଆମକୁ କାହିଁକି ଖୁସି ମିଳେ ?
ପଦ: ଲୂକ ୬:୩୮
ଆର ଥରକୁ: ଉଦାର ହେଲେ ଆମେ କିପରି ଅନ୍ୟମାନଙ୍କ କୃତଜ୍ଞ ହେବା ଶିଖୁ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: