୯-୧୫ ଅଗଷ୍ଟ
ଦ୍ୱିତୀୟ ବିବରଣ ୨୪-୨୬
ଗୀତ ୧୩୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୋଶାଙ୍କ ନିୟମରୁ ଜଣାପଡ଼େ ଯିହୋବା ସ୍ତ୍ରୀ ଲୋକମାନଙ୍କର ଯତ୍ନ ନିଅନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୨୪:୧—ଏହା କହିବା କାହିଁକି ସଠିକ୍ ନୁହେଁ ଯେ ମୋଶାଙ୍କ ନିୟମ ଅନୁସାରେ ଜଣେ ବ୍ୟକ୍ତି ଛୋଟ ଛୋଟ କାରଣ ପାଇଁ ମଧ୍ୟ ଛାଡ଼ପତ୍ର ଦେଇପାରୁଥିଲା ? (ଇନସାଇଟ୍-୧ ପୃ ୬୪୦ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୨୬:୪-୧୯ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)
ଭାଷଣ: (୫ ମି.) ପ୍ର୧୯-ହି ୬ ପୃ ୨୩-୨୪ ¶୧୩-୧୬—ବିଷୟବସ୍ତୁ: ନିଜ ଜୀବନସାଥୀଙ୍କୁ ହରାଇଥିବା ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ ଓ ସାହାଯ୍ୟ କରନ୍ତୁ (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବୃଦ୍ଧା ଭଉଣୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ଭଉଣୀ ବୋଲି ମନେ କରନ୍ତୁ”: (୧୫ ମି.) ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ—ବିଧବା ଓ ଅନାଥମାନଙ୍କୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୩, ପ୍ରଶ୍ନ ୧-୨, ପୃ ୬
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୬ ଏବଂ ପ୍ରାର୍ଥନା