୨୧-୨୭ ଫେବୃୟାରୀ
୧ ଶାମୁୟେଲ ୬-୮
ଗୀତ ୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କର ରାଜା କିଏ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ଶାମୁ ୭:୩—ଏହି ପଦରେ ଆମେ ପଶ୍ଚାତାପ କରିବା ଓ ଫେରି ଆସିବା ବିଷୟରେ କʼଣ ଶିଖୁ ? (ପ୍ର୦୨-ହି ୪/୧ ପୃ ୧୨ ¶୧୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ଶାମୁ ୭:୧-୧୪ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ କଥା ହୁଅନ୍ତି, ତାʼ ଅନୁସାରେ କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ଘରମାଲିକଙ୍କୁ ଆମ ସଭାଗୁଡ଼ିକରେ ଆସିବା ପାଇଁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୮)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୩ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଓ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?: (୫ ମି.) ୨୦୨୧ ଜାନୁୟାରୀ-ଫେବୃୟାରୀର ସଭା ପୁସ୍ତିକା ପୃ ୧୬ରେ ଦିଆଯାଇଥିବା ଲେଖା ଉପରେ ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ? ସମ୍ପୂର୍ଣ୍ଣ ଟ୍ରାକ୍ଟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୬ ଏବଂ ପ୍ରାର୍ଥନା