इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩-୫ 

ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି

ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି

୩:୧-୬, ୧୫-୧୯

ହବାକୁ ମିଥ୍ୟା କହିବା ପରଠାରୁ ହିଁ ଶୟତାନ ମଣିଷମାନଙ୍କୁ ଭୁଲ ବାଟରେ ନେଇ ଚାଲିଛି । (ପ୍ରକା ୧୨:୯) ଆସନ୍ତୁ ଦେଖିବା ଯେ ଶୟତାନ କେଉଁସବୁ ମିଥ୍ୟାକୁ ପ୍ରୋତ୍ସାହନ ଦେଇଛି, ଯାହାଫଳରେ ଲୋକେ ଯିହୋବାଙ୍କଠାରୁ ଦୂରେଇ ଯାଇଛନ୍ତି ?

  • ଈଶ୍ୱର ବୋଲି କେହି ନାହାନ୍ତି

  • ଈଶ୍ୱର ତ୍ରିଏକ ଅଟନ୍ତି, ଏପରି ଏକ ରହସ୍ୟ ଯାହା କେହି ବୁଝିପାରିବେ ନାହିଁ

  • ଈଶ୍ୱରଙ୍କ କୌଣସି ନାମ ନାହିଁ

  • ଈଶ୍ୱର ଲୋକମାନଙ୍କୁ ନର୍କର ନିଆଁରେ ଚିରକାଳ ଯନ୍ତ୍ରଣା ଦିଅନ୍ତି

  • ଯାହା ହେଉଛି ସବୁ ଈଶ୍ୱରଙ୍କ ଇଚ୍ଛା

  • ଈଶ୍ୱର ମଣିଷମାନଙ୍କ ପାଇଁ ଚିନ୍ତା କରନ୍ତି ନାହିଁ

ଈଶ୍ୱରଙ୍କ ବିଷୟରେ ଏହି ମିଥ୍ୟାଗୁଡ଼ିକ ଶୁଣି ଆପଣଙ୍କୁ କିପରି ଲାଗେ ?

ଈଶ୍ୱରଙ୍କ ନାମରେ ଲାଗିଥିବା କଳଙ୍କକୁ ଲିଭାଇବା ପାଇଁ ଆପଣ କʼଣ କରିପାରିବେ ?