୨୦-୨୬ ଏପ୍ରିଲ୍
ଆଦି ପୁସ୍ତକ ୩୨-୩୩
ଗୀତ ୨୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?”: (୧୦ ମି.)
ଆଦି ୩୨:୨୪—ଯାକୁବ ଜଣେ ସ୍ୱର୍ଗଦୂତଙ୍କ ସହିତ ମଲ୍ଲଯୁଦ୍ଧ କଲେ (ପ୍ର୦୩-ହି ୮/୧୫ ୨୫ ¶୩)
ଆଦି ୩୨:୨୫, ୨୬—ଯାକୁବ ସ୍ୱର୍ଗଦୂତଙ୍କଠାରୁ ଆଶୀର୍ବାଦ ନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିଲେ ନାହିଁ (ଇନସାଇଟ୍-୨ ୧୯୦)
ଆଦି ୩୨:୨୭, ୨୮—ଯାକୁବ ହାର୍ ମାନିଲେ ନାହିଁ, ତେଣୁ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାଇଲେ (ଇନସାଇଟ୍-୧ ୧୨୨୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୩୨:୧୧, ୧୩-୧୫—ଯାକୁବ ଏଷୌଙ୍କ ସହ ବୁଝାମଣା କରିବା ପାଇଁ ବହୁତ ପରିଶ୍ରମ କଲେ, ଆମେ ତାଙ୍କ ଭଳି କିପରି ହୋଇପାରିବା ? (ପ୍ର୧୦-ହି ୬/୧୫ ୨୨ ¶୧୦-୧୧)
ଆଦି ୩୩:୨୦—ଯାକୁବ ଏକ ବେଦିର ନାମ “ପରମେଶ୍ୱର ଇସ୍ରାଏଲର ପରମେଶ୍ୱର” କାହିଁକି ରଖିଲେ ? (ଇନସାଇଟ୍-୧ ୯୮୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୩୨:୧-୨୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା। ଭିଡିଓ ଦେଖାନ୍ତୁ। ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଏଲିଶା କିପରି ସଠିକ୍ ଓ ଭରସାଯୋଗ୍ୟ ତଥ୍ୟ ଦେଲେ ? ଏଲିଶା ଓ ମୋନା ସାକ୍ଷ୍ୟ ଦେବାରେ ପରସ୍ପରକୁ କିପରି ସହଯୋଗ କଲେ ?
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୧୨)
ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ। (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?”: (୧୫ ମି.) ଆଲୋଚନା। ଈଶ୍ୱରଙ୍କ ସେବାରେ ରଖିଥିବା ଲକ୍ଷ୍ୟଠାରୁ ନିଜ ଧ୍ୟାନ ହଟାନ୍ତୁ ନାହିଁ (ହିନ୍ଦୀ) ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧ ¶୧୫-୧୮, ପୃ ୧୩-୧୫, ଅଧିକ ବିବରଣୀ—୪
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୪୧ ଏବଂ ପ୍ରାର୍ଥନା