इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ଥିଲେ ?

ପଦ: ମାଥି ୧୬:୧୬

ଆର ଥରକୁ: ଯୀଶୁ କାହିଁକି ନିଜ ଜୀବନ ଦେଲେ ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁ କାହିଁକି ନିଜ ଜୀବନ ଦେଲେ ?

ପଦ: ମାଥି ୨୦:୨୮

ଆର ଥରକୁ: ଯୀଶୁଙ୍କ ବଳିଦାନ ପ୍ରତି ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁଙ୍କ ବଳିଦାନ ପ୍ରତି ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ?

ପଦ: ଯୋହ ୧୭:୩

ଆର ଥରକୁ: ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ କʼଣ ହୁଏ ?

ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୩ ମାର୍ଚ୍ଚ–୧୯ ଏପ୍ରିଲ୍‌):

ଆମେ ଏକ ବିଶେଷ କାର୍ଯ୍ୟକ୍ରମକୁ ଆପଣଙ୍କୁ ନିମନ୍ତ୍ରଣ କରୁଛୁ। ଏ ନିମନ୍ତ୍ରଣ ପତ୍ର ଆପଣଙ୍କ ପାଇଁ। ଆସନ୍ତା ୧୯ ଏପ୍ରିଲ୍‌, ଶୁକ୍ରବାର ଦିନ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ଏକତ୍ରିତ ହେବେ। ଆମ ଅଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମୟ ଓ ସ୍ଥାନ ଏ ନିମନ୍ତ୍ରଣ ପତ୍ରରେ ଦିଆଯାଇଛି। ଏହାର ଠିକ୍‌ ସଯ୍ତାହେ ପୂର୍ବରୁ ଏକ ଭାଷଣ ଶୁଣିବା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ, ଯାହାର ବିଷୟ ହେଉଛି— “ପ୍ରକୃତ ଜୀବନ ପାଇବା ପାଇଁ ପରିଶ୍ରମ କରନ୍ତୁ !”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?