ଯିହୋବା—“ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର”
ଯିହୋବା ଅନେକ ଉପାୟରେ ଦୁଃଖୀ ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ଗୋଟିଏ ଉପାୟ ହେଉଛି— ମଣ୍ଡଳୀର ଭାଇଭଉଣୀମାନଙ୍କ ଜରିଆରେ। ଯେଉଁମାନେ ନିଜର କୌଣସି ଆତ୍ମୀୟଙ୍କୁ ହରାଇଛନ୍ତି, ସେମାନଙ୍କୁ ଆମେ କିପରି ସାନ୍ତ୍ୱନା ଦେଇପାରିବା ?
-
ସେମାନେ କହିବା ବେଳେ ମଝିରେ ବାଧା ନ ଦେଇ ସେମାନଙ୍କ କଥା ଶୁଣନ୍ତୁ
-
‘ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କରନ୍ତୁ।’ —ରୋମୀ ୧୨:୧୫
-
କାର୍ଡ଼, ଇମେଲ୍ କିମ୍ବା ମେସେଜ୍ରେ ସାହସ ବାନ୍ଧୁଥିବା କଥା ଲେଖି ସେମାନଙ୍କୁ ପଠାନ୍ତୁ।—ପ୍ର୧୭.୦୭-ହି ୧୫, ବକ୍ସ
-
ନିଜ ପ୍ରାର୍ଥନାରେ ସେମାନଙ୍କୁ ମନେ ପକାନ୍ତୁ ଏବଂ ସେମାନଙ୍କ ସହ ମିଶି ମଧ୍ୟ ପ୍ରାର୍ଥନା କରନ୍ତୁ