इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୧୪-୧୬

ଈଶ୍ୱର “ସର୍ବେସର୍ବା” ହେବେ

ଈଶ୍ୱର “ସର୍ବେସର୍ବା” ହେବେ

୧୫:୨୪-୨୮

ଯଦି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା, ତେବେ ଆମକୁ ଭବିଷ୍ୟତରେ ଭରପୂର ଆଶିଷ ମିଳିବ। ଏହି ଆଶିଷଗୁଡ଼ିକ ବିଷୟରେ ଆମେ ସମ୍ପୂର୍ଣ୍ଣ ଉତ୍ସାହର ସହ ଅନ୍ୟମାନଙ୍କୁ କହିବା ଉଚିତ୍‌। ତେବେଯାଇ ଆମର ଆଶା ଆହୁରି ଦୃଢ଼ ହେବ। ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ଏପରି ସମୟର କଳ୍ପନା କରନ୍ତୁ, ଯେବେ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନକାଳ ସମାଯ୍ତ ହୋଇଯିବ ଏବଂ ଯିହୋବା “ସର୍ବେସର୍ବା” ହେବେ।

ନୂତନ ପୃଥିବୀର କେଉଁ କେଉଁ ଆଶିଷ ପାଇଁ ବିଶେଷ କରି ଆପଣ ଅପେକ୍ଷାରେ ଅଛନ୍ତି ଏବଂ କାହିଁକି ?

ଈଶ୍ୱର ନିଜ ପ୍ରତିଜ୍ଞା ନିଶ୍ଚୟ ପୂରଣ କରିବେ ବୋଲି ଆପଣ କାହିଁକି ଦୃଢ଼ ବିଶ୍ୱାସ କରନ୍ତି ?