ଅବିବାହିତ ରହିବା—ଏକ ଉପହାର
ଅନେକ ଖ୍ରୀଷ୍ଟିୟାନମାନେ ଜାଣିପାରିଛନ୍ତି ଯେ ଅବିବାହିତ ରହିବା ଦ୍ୱାରା ସେମାନଙ୍କର ବହୁତ ଲାଭ ହୋଇଛି। ସେମାନେ ଈଶ୍ୱରଙ୍କ ସେବାରେ ଅଧିକ କରିପାରିଛନ୍ତି, ବହୁତ ଭାଇଭଉଣୀମାନଙ୍କ ସହ ମିତ୍ରତା କରିପାରିଛନ୍ତି ଏବଂ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିପାରିଛନ୍ତି।
୧୯୩୭ ମସିହାରେ ତିନି ଜଣ ଅବିବାହିତ ଭାଇ ସମଗ୍ର ଅଷ୍ଟ୍ରେଲିଆରେ ପ୍ରଚାର ଅଭିଯାନରେ; ୧୯୪୭ ମସିହାରେ ଜଣେ ଅବିବାହିତ ଭଉଣୀ ମେକ୍ସିକୋକୁ ମିଶନାରୀ ଭାବେ ସେବା କରିବାକୁ ଆସିଛନ୍ତି
ବ୍ରାଜିଲ୍ରେ ପ୍ରଚାର କାମ; ମାଲାବିରେ ରାଜ୍ୟ ପ୍ରଚାରକମାନଙ୍କ ପାଇଁ ସ୍କୁଲ
ଚିନ୍ତନ ପାଇଁ: ଯଦି ଆପଣ ଅବିବାହିତ ରହନ୍ତି, ତେବେ ଏହାର କିପରି ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ?
ମଣ୍ଡଳୀର ଭାଇଭଉଣୀମାନେ କିପରି ଅବିବାହିତ ଖ୍ରୀଷ୍ଟିୟାନମାନଙ୍କର ଉତ୍ସାହ ବଢ଼ାଇପାରିବେ ଏବଂ ସେମାନଙ୍କୁ ସାହାଯ୍ୟ କରିପାରିବେ ?