୨୪-୩୦ ଅଗଷ୍ଟ
ଯାତ୍ରା ପୁସ୍ତକ ୧୯-୨୦
ଗୀତ ୮୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଦଶ ଆଜ୍ଞା ଆମ ପାଇଁ କʼଣ ଅର୍ଥ ରଖେ ?”: (୧୦ ମି.)
ଯାତ୍ରା ୨୦:୩-୭—ଯିହୋବାଙ୍କ ଆଦର କରନ୍ତୁ ଏବଂ କେବଳ ତାହାଙ୍କ ଭକ୍ତି କରନ୍ତୁ (ପ୍ର୮୯-ଇଂ ୧୧/୧୫ ପୃ ୬ ¶୧)
ଯାତ୍ରା ୨୦:୮-୧୧—ଆପଣଙ୍କ ଜୀବନରେ ଯିହୋବାଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦିଅନ୍ତୁ
ଯାତ୍ରା ୨୦:୧୨-୧୭—ଯିହୋବାଙ୍କର ଏବଂ ଲୋକମାନଙ୍କର ଆଦର କରନ୍ତୁ (ପ୍ର୮୯-ଇଂ ୧୧/୧୫ ପୃ ୬ ¶୨-୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୧୯:୫, ୬—ଇସ୍ରାଏଲ ରାଷ୍ଟ୍ର “ଯାଜକମାନଙ୍କର ଏକ ରାଜବଂଶ” କାହିଁକି ହୋଇପାରିଲା ନାହିଁ ? (ଇନସାଇଟ୍-୨ ପୃ ୬୮୭ ¶୧-୨)
ଯାତ୍ରା ୨୦:୪, ୫—ଯିହୋବା ସନ୍ତାନମାନଙ୍କ ଉପରେ ‘ପୈତୃକ ଅପରାଧର ପ୍ରତିଫଳ’ ଦିଅନ୍ତି, ଏହାର ଅର୍ଥ କʼଣ ? (ପ୍ର୦୪-ହି ୩/୧୫ ପୃ ୨୭ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୧୯:୧-୧୯ (ଶିଖାଇବା ଅଧ୍ୟୟନ ୧୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୫)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଆମକୁ ଶିଖାଏ ପୃ ୬୭-୬୮ ¶୧୭-୧୯ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମୁଁ ଆହୁରି ସ୍ୱାଧୀନତା କିପରି ପାଇପାରିବି ?: (୬ ମି.) ଆଲୋଚନା । ହ୍ୱାଇଟ୍ବୋର୍ଡ କାର୍ଟୁନ ଦେଖାନ୍ତୁ । ତାʼପରେ ଯୁବକଯୁବତୀମାନଙ୍କୁ ପଚାରନ୍ତୁ: ଆପଣ ବାପାମାଆଙ୍କ ଭରସା କିପରି ଜିତିପାରିବେ ? ଆପଣଙ୍କ କିଛି ଭୁଲ ହେଲେ ଆପଣ କʼଣ କରିବା ଉଚିତ୍ ? ଅଧିକ ସ୍ୱାଧୀନତା ପାଇବା ପାଇଁ ଆପଣ ବାପାମାଆଙ୍କର କାହିଁକି ଆଦର କରିବା ଉଚିତ୍ ?
ବୃଦ୍ଧ ବାପାମାଆଙ୍କର ଆଦର କରନ୍ତୁ: (୯ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ବାପାମାଆ ବୃଦ୍ଧବୃଦ୍ଧା ହେଲେ କେଉଁସବୁ ସମସ୍ୟା ଆସିପାରେ ? ସେମାନଙ୍କ ଦେଖାଶୁଣା ଜଡ଼ିତ ନିଷ୍ପତ୍ତି ନେବା ବେଳେ ପରିବାରର ସଦସ୍ୟମାନେ ପରସ୍ପର ମଧ୍ୟରେ ମନ ଖୋଲି କାହିଁକି କଥା ହେବା ଉଚିତ୍ ? ଦେଖାଶୁଣା କରିବା ବେଳେ ପୁଅଝିଅମାନେ ବାପାମାଆଙ୍କର କିପରି ଆଦର କରିପାରିବେ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୭ ପୃ ୧୦୦-୧୦୩, ¶୨୦-୨୮
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୭୦ ଏବଂ ପ୍ରାର୍ଥନା