“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”
ଯୀଶୁ ଖ୍ରୀଷ୍ଟ ନିଜ ପ୍ରେରିତମାନଙ୍କର ପାଦ ଧୋଇ ସେମାନଙ୍କୁ ଶିଖାଇଲେ ଯେ ସେମାନେ ନମ୍ର ହେବା ଉଚିତ୍ ଏବଂ ନିଜ ଭାଇମାନଙ୍କ ପାଇଁ ଛୋଟରୁ ଛୋଟ କାମ ମଧ୍ୟ କରିବା ଉଚିତ୍ ।
ମୁଁ କିପରି ନମ୍ରତା ଦେଖାଇପାରିବି ଯେତେବେଳେ . . .
-
କାହାରି ସହିତ ମତାନ୍ତର କିମ୍ବା ଯୁକ୍ତିତର୍କ ହୋଇଯାଏ?
-
ମତେ ପରାମର୍ଶ କିମ୍ବା ଅନୁଶାସନ ଦିଆଯାଏ?
-
ରାଜ୍ୟଘରର ସଫେଇ କିମ୍ବା ମରାମତି କରିବା ଆବଶ୍ୟକ ହୁଏ?