ଶେଷରେ ହେବ ଶାନ୍ତି ! (୨୦୨୨ ଅଧିବେଶନର ଗୀତ)
୧. ଦୁଃଖର ସାଗରେ
ଅଛୁ ଶାନ୍ତିରେ,
ଯିହୋବାଙ୍କ ନିଜ ଲୋକେ ।
ଅଛି ବିଶ୍ୱାସ,
ହେବ ପୂରା ଆଶା
ଜାଣୁ ଯେ ଦୁଃଖ ନ ଥିବ ।
(ଘୋଷା)
ଖୁସିର ସମୟ,
ଦେଖିବା ଆମେ
ଚିରକାଳ ପାଇଁ ।
ସ୍ଥଳ ଭୂମିରୁ
ଉଚ୍ଚ ପର୍ବତ,
ରହିବ ଜଗତ
ଶାନ୍ତିରେ ।
୨. ନୂତନ ପୃଥିବୀ,
ହେବ ଦିନେ
ଥିବ ଶାନ୍ତି ଓ ଆନନ୍ଦ ।
ରହିବା ଆମେ
ହୋଇ ଏକତାରେ—
ଈଶ୍ୱରଙ୍କ ଶାସନରେ ।
(ଘୋଷା)
ଖୁସିର ସମୟ,
ଦେଖିବା ଆମେ
ଚିରକାଳ ପାଇଁ ।
ସ୍ଥଳ ଭୂମିରୁ
ଉଚ୍ଚ ପର୍ବତ,
ରହିବ ଜଗତ
ଶାନ୍ତିରେ ।
(ଘୋଷା)
ଖୁସିର ସମୟ,
ଦେଖିବା ଆମେ
ଚିରକାଳ ପାଇଁ ।
ସ୍ଥଳ ଭୂମିରୁ
ଉଚ୍ଚ ପର୍ବତ,
ରହିବ ଜଗତ ।
(ଘୋଷା)
ଖୁସିର ସମୟ,
ଦେଖିବା ଆମେ
ଚିରକାଳ ପାଇଁ ।
ସ୍ଥଳ ଭୂମିରୁ
ଉଚ୍ଚ ପର୍ବତ,
ରହିବ ଜଗତ
ଶାନ୍ତିରେ,
ଶାନ୍ତିରେ !