ଗୀତ ୮୪
ଆଗେଇ ଚାଲୁ
-
୧. ଯିହୋବା ବେଶ୍ ଜାଣନ୍ତି ଯେ,
ହେଉ ଖୁସି କେଉଁ କାମେ ।
ଦିଅନ୍ତି ଶହେ ଉପାୟ,
ଆଜୀବନ ସେବା କରୁ ।
(ଘୋଷା)
ପ୍ରଭୁଙ୍କ ସେବାରେ,
ଅଛୁ ପ୍ରସ୍ତୁତ ।
ଜରୁରୀ ଯେଉଁଠି ସ-ପ୍ରେମେ,
ଆଗେଇ ଚାଲୁ ।
-
୨. ଚୌଦିଗେ ପ୍ରଭୁଙ୍କ କାମ,
ଜରୁରୀରେ ଆଗ ଯାଉ ।
ବିରତି ଆମେ ନେବୁନି,
ଅମୂଲ୍ୟ ଏ ଜୀବନଟି ।
(ଘୋଷା)
ପ୍ରଭୁଙ୍କ ସେବାରେ,
ଅଛୁ ପ୍ରସ୍ତୁତ ।
ଜରୁରୀ ଯେଉଁଠି ସ-ପ୍ରେମେ,
ଆଗେଇ ଚାଲୁ ।
-
୩. ରହୁ ଦୂରେ ବା ପାଖରେ,
କୌଶଳ ଅର୍ଜନ କରୁ ।
ଭାଷା ଶିଖୁ ନୂଆ ନୂଆ,
ଦେବା ପାଇଁ ସୁସନ୍ଦେଶ ।
(ଘୋଷା)
ପ୍ରଭୁଙ୍କ ସେବାରେ,
ଅଛୁ ପ୍ରସ୍ତୁତ ।
ଜରୁରୀ ଯେଉଁଠି ସ-ପ୍ରେମେ,
ଆଗେଇ ଚାଲୁ ।
(ଯୋହ. ୪:୩୫; ପ୍ରେରି. ୨:୮; ରୋମୀ. ୧୦:୧୪ ମଧ୍ୟ ଦେଖନ୍ତୁ ।)