ଗୀତ ୪୧
ମୋ ଗୁହାରି ଶୁଣ
-
୧. ଶୁଣ ଯିହୋବା, ମୋ ବିନତି ।
ତୁମ ନାମେ ଅଛି ମୁକତି ।
ନାହିଁ ତୋ ପରି, ନାଁ କାହାରି ।
(ଘୋଷା)
ଶୁଣ ଯିହୋବା, ମୋ ଗୁହାରି ।
-
୨. ତୁମ ନାମର ହେଉ ଧନ୍ୟ
କର ମୋର ପାପକୁ ପୁଣ୍ୟ
ତୁମଠାରେ ବିତୁ ଜୀବନ ।
(ଘୋଷା)
ଶୁଣ ଯିହୋବା, ମୋ ଗୁହାରି ।
-
୩. ପିତା ତୁମେ ଯେ କୃପାମୟ ।
ପୁଣି ଦୟାରେ ପରିପୂର୍ଣ୍ଣ ।
ସାହାଯ୍ୟ କର ପିତା ମୋତେ ।
(ଘୋଷା)
ଶୁଣ ଯିହୋବା, ମୋ ଗୁହାରି ।
(ଯାତ୍ରା. ୨୨:୨୭; ଗୀତ. ୧୦୬:୪; ଯାକୁ. ୫:୧୧ ମଧ୍ୟ ଦେଖନ୍ତୁ ।)