ଗୀତ ୧୩୨
ହେଲୁ ଆମେ ଏକ
-
୧. ଯିହୋବା ଯେ
ଦେଲେ ଏକ ଉପହାର
ଏ ଜୀବନରେ ଗଢ଼ୁ ଖୁସିର ସଂସାର
ହେଲୁ ମୋ ନିଜର
ହେଲୁ ଏକ ଦୁଇ ଜଣ
ତୁ ମୋ ଅଙ୍ଗ ଏ ଶରୀରର
ମିଶିକି ଚାଲିବା ଆମେ
ଈଶ୍ୱର ପଥରେ
ପାଇବି ଭଲ ସବୁଦିନ
ରହିବୁ ମୋର ତୁ ସାଙ୍ଗରେ ସାଥିରେ
ଶପଥ ଯେ ନେଇ ଆମେ
ଈଶ୍ୱରଙ୍କ
ଯେ ନିକଟରେ
ଥିବୁ ମୋ ଜୀବନ ସାଥି
କରୁ ଏ ପ୍ରାର୍ଥନା ଆମେ
(ଆଦି. ୨୯:୧୮; ଉପ. ୪:୯, ୧୦; ୧ କରି. ୧୩:୮ ମଧ୍ୟ ଦେଖନ୍ତୁ ।)