ଗୀତ ୧୧୯
ଅଛି ଆମ ପ୍ରକୃତ ବିଶ୍ୱାସ
-
୧. ଭବିଷ୍ୟତଗଣ କହିଲେ ଯାହା,
ଯୀଶୁ ମଧ୍ୟ କହିଲେ ତାହା ।
କ୍ଷମା ମାଗ, ଭଲ ପଥେ ଚାଲ,
ଇଚ୍ଛା ଯିହୋବାଙ୍କର ।
(କୋରସ)
ରଖୁ ଯେ ପ୍ରଭୁ, ବିଶ୍ୱାସ,
କାର୍ଯ୍ୟରେ କରୁ ପ୍ରକାଶ ।
କରି ସେବା ନିରନ୍ତର,
ବଞ୍ଚାଇବା ଜୀବନ ଆମର ।
-
୨. ଯୀଶୁ ଭଳି କଷ୍ଟ ଯେ କରିବା,
ତାଙ୍କର ଶିଷ୍ୟ ଯେ ହେବା ।
କହିବା ଏ ସନ୍ଦେଶ ଆଶାର,
ପ୍ରତିଜ୍ଞା ପ୍ରଭୁଙ୍କର ।
(କୋରସ)
ରଖୁ ଯେ ପ୍ରଭୁ, ବିଶ୍ୱାସ,
କାର୍ଯ୍ୟରେ କରୁ ପ୍ରକାଶ ।
କରି ସେବା ନିରନ୍ତର,
ବଞ୍ଚାଇବା ଜୀବନ ଆମର ।
-
୩. ଖ୍ରୀଷ୍ଟ ପରି ବିଶ୍ୱାସ ରଖୁ,
ନା, ହିଁ ପଥବଣା ହେବୁ ।
କେବେ ଛାଡ଼ିବେ ନାହିଁ ଯିହୋବା,
ଅଛି ପୂରା ଭରସା ।
(କୋରସ)
ରଖୁ ଯେ ପ୍ରଭୁ, ବିଶ୍ୱାସ,
କାର୍ଯ୍ୟରେ କରୁ ପ୍ରକାଶ ।
କରି ସେବା ନିରନ୍ତର,
ବଞ୍ଚାଇବା ଜୀବନ ଆମର ।