ଗୀତ ୧୧୮
ଦୃଢ଼ କର ଆମ ବିଶ୍ୱାସ
(ଲୂକ ୧୭:୫)
-
୧. ଅବିଶ୍ୱାସୀ ଛଳ ହୃଦୟ ମୋର ।
ଭୁଲ୍ କରି ଥାଉ କେତେ ଯେ ଆମେ ।
ବିଶ୍ୱରେ ତୁମେ ସତ୍ୟର ଈଶ୍ୱର ।
ଭାଙ୍ଗିପାରେ ବିଶ୍ୱାସ ଯେ ମୋର ।
(କୋରସ)
ଦୃଢ଼ କର, ବିଶ୍ୱାସ ହେ ଯିହୋବା,
ଦୃଢ଼ କର, ଦିଅ ମୋତେ ବଳ ।
ଡାକ ଶୁଣ ଛାମୁ ହେ କର ଦୟା,
ଦେବି ସବୁଦିନ ସମ୍ମାନ୍ ପ୍ରଭୁ ।
-
୨. ରଖୁ ଭରସା ଯିହୋବା ତୋ ପାଖେ ।
ଦେଉ ତୁ ଉପହାର ଖୁସିରେ ।
ବିଶ୍ୱାସ ଯେ ରକ୍ଷା ରୂପ କବଚ,
ଯୁଗାନ୍ତ ପାଇଁ ଅଛୁ ପ୍ରସ୍ତୁତ ।
(କୋରସ)
ଦୃଢ଼ କର, ବିଶ୍ୱାସ ହେ ଯିହୋବା,
ଦୃଢ଼ କର, ଦିଅ ମୋତେ ବଳ ।
ଡାକ ଶୁଣ ଛାମୁ ହେ କର ଦୟା,
ଦେବି ସବୁଦିନ ସମ୍ମାନ୍ ପ୍ରଭୁ ।
(ଆଦି. ୮:୨୧; ଏବ୍ରୀ ୧୧:୬; ୧୨:୧ ମଧ୍ୟ ଦେଖନ୍ତୁ ।)