Become Jehovah's Friend

ଶିକ୍ଷା ୧: ନିଜ ବାପାମାଆଙ୍କ କଥା ମାନ

ବାପାମାଆଙ୍କ କଥା ମାନିବା କାହିଁକି ଜରୁରୀ ଅଟେ ? ଏହି କାର୍ଟୁନ ଭିଡିଓକୁ ଦେଖନ୍ତୁ ଏବଂ ଉତ୍ତର ଜାଣନ୍ତୁ ।

ଶିକ୍ଷା ୨: ଯିହୋବାଙ୍କ କଥା ମାନ

ଆମେ କେଉଁ ଖେଳଣା ସହ ଖେଳୁ, କʼଣ ସେଥିରେ କିଛି ଫରକ ପଡ଼େ ? ଏହି ଭିଡିଓ ଦେଖନ୍ତୁ ଏବଂ ଜାଣନ୍ତୁ ଯେ ସୋନୁ ଯିହୋବାଙ୍କ ସାଙ୍ଗ କିପରି ହୁଏ ।

ଶିକ୍ଷା ୩: ଯେବେ ବି ଯିହୋବାଙ୍କୁ ପ୍ରାର୍ଥନା କରେ

ଏହି ଭିଡିଓ ଛୋଟ ପିଲାମାନଙ୍କୁ ଶିଖାଏ ଯେ ସେମାନେ କେବେ ଓ କେଉଁଠି ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ ।

ଶିକ୍ଷା ୧୪: ଉତ୍ତର ଦେବା ପାଇଁ ପ୍ରସ୍ତୁତି କର

ସଭାରେ ଉତ୍ତର ଦେବା ପାଇଁ ପ୍ରସ୍ତୁତି କରିବା ବେଳେ କେଉଁ ଚାରୋଟି ପଦକ୍ଷେପ ନେବା ?

ଶିକ୍ଷା ୧୫: ସଭାରେ ଧ୍ୟାନ ଦିଅ

ସଭାରେ ଶୁଣିବା ଓ ଶିଖିବା କାହିଁକି ଜରୁରୀ ?

ଶିକ୍ଷା ୧୬: ଆମେ ଜାଣୁ ନ ଥିବା ଭାଷାରେ ପ୍ରଚାର କରିବା

ଆପଣଙ୍କ ଭାଷା ଜାଣୁ ନ ଥିବା ବ୍ୟକ୍ତିଙ୍କୁ ଆପଣ କିପରି ପ୍ରଚାର କରିପାରିବେ ?

ଶିକ୍ଷା ୧୭: ନିଜ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ

ଏହି ଭିଡିଓରେ ସୋନୁ ଓ ରିଙ୍କିକୁ ଜରୁରୀ ସାହାଯ୍ୟ ମିଳୁଛି, ଯାହାଫଳରେ ସେମାନେ ସୁରକ୍ଷିତ ରହିବେ ।

ଶିକ୍ଷା ୧୯: ଖୁସି ଖୁସି ଦିଅ

ଯିହୋବାଙ୍କ ସେବକମାନେ ଅନ୍ୟମାନଙ୍କୁ ଖୁସି ଖୁସି ଦେବା ଯୋଗୁଁ କʼଣ ଲାଭ ହୋଇଥାଏ ?

ଶିକ୍ଷା ୨୮: ଧୈର୍ଯ୍ୟ ଧର ଅନ୍ୟାୟ ସତ୍ତ୍ୱେ

ଅନ୍ୟାୟ ସତ୍ତ୍ୱେ ଧୈର୍ଯ୍ୟ ଧରିବା ପାଇଁ ବାଇବଲରେ ଥିବା ଯୋଷେଫଙ୍କ ଉଦାହରଣ ଆମକୁ କିପରି ସାହାଯ୍ୟ କରିପାରେ ?

ଶିକ୍ଷା ୩୪: ଅନ୍ୟମାନଙ୍କୁ ସାହାଯ୍ୟ କର

ଯେବେ କୌଣସି ବିପତ୍ତି ଆସେ, ତେବେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କିପରି କରିପାରିବେ ?

ଶିକ୍ଷା ୪୪: ହାର ମାନ ନାହିଁ

ଯେବେ ଆପଣ ପ୍ରଚାର କରନ୍ତି ଓ ଲୋକମାନେ ଶୁଣନ୍ତି ନାହିଁ, ତେବେ ଆପଣଙ୍କୁ କିପରି ଲାଗେ ? ଆସନ୍ତୁ ଦେଖିବା ସୋନୁ ଓ ରିଙ୍କି କʼଣ କରନ୍ତି ।

ଶିକ୍ଷା ୪୫: ଈଶ୍ୱର ଦେଖାଯାଆନ୍ତି ନାହିଁ ତେବେ ତାଙ୍କ କଥା କାହିଁକି ମାନିବା ?

ଯଦିଓ ଆମେ ଈଶ୍ୱରଙ୍କୁ ଦେଖିପାରୁ ନାହୁଁ, ତଥାପି ତାଙ୍କ କଥା କାହିଁକି ମାନିବା ? ଆସନ୍ତୁ ଜାଣିବା ରିଙ୍କି ଏହି ପ୍ରଶ୍ନର ଉତ୍ତର କେମିତି ଦିଏ ।

ଶିକ୍ଷା ୪୭: କାହାକୁ ମୋର ସାଙ୍ଗ କରିବି ?

ଯିହୋବା ଚାହାନ୍ତି ଯେ ଆମ ସାଙ୍ଗ ବନାଉ, କିନ୍ତୁ ଆମେ ଭଲ ସାଙ୍ଗ କିପରି ବାଛିପାରିବା ?

ବାପ୍ତିସ୍ମରହିତ ପ୍ରଚାରକ ହୁଅନ୍ତୁ

ସୋନୁକୁ ଜଣାପଡ଼େ ଯେ ବାପ୍ତିସ୍ମରହିତ ପ୍ରଚାରକ ହେବା ପାଇଁ ତାକୁ କʼଣ କରିବାକୁ ପଡ଼ିବ ।

ବାପ୍ତିସ୍ମ ନେବା ପାଇଁ ମୋତେ କʼଣ କରିବାକୁ ପଡ଼ିବ ?

ରିଙ୍କିକୁ ଜଣାପଡ଼େ ଯେ ବାପ୍ତିସ୍ମ ନେବା ପାଇଁ ତାକୁ କʼଣ କରିବାକୁ ପଡ଼ିବ ।

ତମେ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟ

ଜୁହି ଶିଖିଲା ଯେ ଯୀଶୁ କାହିଁକି ଯିହୋବାଙ୍କ ପାଇଁ ବହୁତ ଖାସ୍‌ ଥିଲେ ଏବଂ ସେ ଯୀଶୁଙ୍କ ଭଳି କିପରି ହୋଇପାରିବ ।

ଯିହୋବା ଆମର ପିତା ଅଟନ୍ତି

ଯିହୋବା ଜଣେ ପ୍ରେମୀ ପିତା ଅଟନ୍ତି ଯିଏ ଆମର କଥା ଶୁଣନ୍ତି ଓ ଆମର ଯତ୍ନ ବି ନିଅନ୍ତି ।