ଭାଗ ୩ चलाएँ ଭାଗ ୩ ଅକ୍ଷର ଚିତ୍ର ଭାଗ କେଉଁ ବିଷୟରେ ଅଛି: ଜାଣନ୍ତୁ ଯେ ଈଶ୍ୱର ଆମଠାରୁ କʼଣ ଚାହାନ୍ତି ପାଠ ୩୪ ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ? ୩୫ ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ? ୩୬ ସବୁ କଥାରେ ସଚ୍ଚୋଟ ରହନ୍ତୁ ୩୭ କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ? ୩୮ ଜୀବନ ଈଶ୍ୱରଙ୍କ ତରଫରୁ ଅଟେ, ଏହାକୁ ବହୁମୂଲ୍ୟ ମନେ କରନ୍ତୁ ୩୯ ରକ୍ତର ବ୍ୟବହାର ବିଷୟରେ ଈଶ୍ୱର କʼଣ କହନ୍ତି ? ୪୦ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ସଫାସୁତୁରା ଓ ଶୁଦ୍ଧ କିପରି ରହିପାରିବା ? ୪୧ ଯୌନ ସମ୍ପର୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ? ୪୨ ଅବିବାହିତ ରହିବା ଓ ବିବାହ କରିବା ବିଷୟରେ ବାଇବଲରେ କʼଣ କୁହାଯାଇଛି ? ୪୩ ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ? ୪୪ କʼଣ ଈଶ୍ୱର ସବୁ ପର୍ବପର୍ବାଣୀ ଓ ଦିବସଗୁଡ଼ିକୁ ପସନ୍ଦ କରନ୍ତି ? ୪୫ ନିଷ୍ପକ୍ଷ ରହିବାର ଅର୍ଥ କʼଣ ? ୪୬ ସମର୍ପଣ କରିବା ଓ ବାପ୍ତିସ୍ମ ନେବା କାହିଁକି ଜରୁରୀ ଅଟେ ? ୪୭ କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ? ପୂର୍ବବର୍ତ୍ତୀ ପରବର୍ତ୍ତୀ ପ୍ରିଣ୍ଟ୍ କରନ୍ତୁ ଅନ୍ୟକୁ ପଠାନ୍ତୁ ଅନ୍ୟକୁ ପଠାନ୍ତୁ ଭାଗ ୩ ବହି ଓ ପୁସ୍ତିକା ଭାଗ ୩ ଓଡ଼ିଆ ଭାଗ ୩ https://cms-imgp.jw-cdn.org/img/p/1102021330/univ/art/1102021330_univ_sqr_xl.jpg lff