ଜଣେ ବ୍ୟକ୍ତି ଅଙ୍କାବଙ୍କା ରାସ୍ତାରେ ଚାଲି ଚାଲି ଯାଉଛି । ଆଖପାଖରେ ସୁନ୍ଦର ଗଛଲତା ଓ ପାହାପର୍ବତ ଅଛି ।

ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖିବା ଆରମ୍ଭ କରନ୍ତୁ

ଏହି ପୁସ୍ତିକା ସାହାଯ୍ୟରେ ଆପଣ ଆମ ସହ ଚର୍ଚ୍ଚା କରିପାରିବେ ଏବଂ ବାଇବଲ ବିଷୟରେ ବହୁତ କିଛି ଶିଖିପାରିବେ । ଏହା ପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡ଼ିବ ନାହିଁ ।