ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଜୁନ୍ ୨୦୨୪

ଏହି ସଂଖ୍ୟାରେ ୧୨ ଅଗଷ୍ଟ–୮ ସେପ୍ଟେମ୍ବର, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୨୩

ଯିହୋବାଙ୍କ ତମ୍ବୁରେ ଆପଣଙ୍କ ସ୍ୱାଗତ !

୧୨-୧୮ ଅଗଷ୍ଟ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୨୪

ଯିହୋବାଙ୍କ ତମ୍ବୁରେ କେଉଁମାନେ ରହିପାରିବେ ?

୧୯-୨୫ ଅଗଷ୍ଟ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଜୀବନ କାହାଣୀ

ଯିହୋବା ମୋ ପ୍ରାର୍ଥନା ପ୍ରତି ଧ୍ୟାନ ଦେଲେ

କେଉଁ କଥା ଯୁବା ସମୟରୁ ହିଁ ଭାଇ ମାର୍ସେଲ ଜିଲେଙ୍କୁ ଭରସା କରାଇଲା ଯେ ଯିହୋବା “ପ୍ରାର୍ଥନା ଶ୍ରବଣକାରୀ” ଅଟନ୍ତି ?

ଆପଣଙ୍କ ପ୍ରଶ୍ନ

କିଛି ଲୋକ କହନ୍ତି ଯେ ଗୀତସଂହିତା ୧୨:୭ ପଦରେ ଯିହୋବାଙ୍କ କଥା ବା ବାକ୍ୟ ବିଷୟରେ କୁହାଯାଇଛି, କିନ୍ତୁ ନୂତନ ଜଗତ ଅନୁବାଦ ବାଇବଲରେ ଏଠାରେ “ଦୁଃଖୀଲୋକଙ୍କ” ବିଷୟରେ କୁହାଯାଇଛି । ଏପରି କାହିଁକି ?

ଅଧ୍ୟୟନ ଲେଖା ୨୫

ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !

୨୬ ଅଗଷ୍ଟ-୧ ସେପ୍ଟେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୨୬

କʼଣ ଯିହୋବା ଆପଣଙ୍କ ଶୈଳ ଅଟନ୍ତି ?

୨-୮ ସେପ୍ଟେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।