୯-୧୫ ସେପ୍ଟେମ୍ବର
ଗୀତସଂହିତା ୮୨-୮୪
ଗୀତ ୮୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଯିହୋବାଙ୍କ ସେବାରେ ଆପଣ ଯାହା ବି କରିପାରୁଛନ୍ତି, ତାʼପାଇଁ କୃତଜ୍ଞ ରହନ୍ତୁ
(୧୦ ମି.)
ଯିହୋବା ଆମକୁ ତାଙ୍କ ସେବା କରିବାର ଯେଉଁ ସୁଯୋଗ ଦେଇଛନ୍ତି, ଆମେ ତାʼପାଇଁ ବହୁତ କୃତଜ୍ଞ (ଗୀତ ୮୪:୧-୩; ସର୍ବ୧୬-ଇଂ ସଂଖ୍ୟା ୬ ପୃ ୮ ¶୨-୩)
ଆପଣଙ୍କୁ ଯାହା ବି ଦାୟିତ୍ୱ ମିଳିଛି, ସେଥିରେ ଖୁସି ରହନ୍ତୁ । ସେହି ଦାୟିତ୍ୱଗୁଡ଼ିକ ବିଷୟରେ ଭାବନ୍ତୁ ନାହିଁ, ଯାହା ଆପଣ ପାଇବା ପାଇଁ ଚାହୁଁଥିଲେ (ଗୀତ ୮୪:୧୦; ପ୍ର୦୮-ହି ୭/୧୫ ପୃ ୩୦-୩୧ ¶୩-୪)
ଯିହୋବା ସେସମସ୍ତଙ୍କୁ ଆଶିଷ ଦିଅନ୍ତି ଯେଉଁମାନେ ବିଶ୍ୱସ୍ତତାର ସହ ତାଙ୍କର ସେବା କରନ୍ତି (ଗୀତ ୮୪:୧୧; ପ୍ର୨୦.୦୧-ହି ପୃ ୧୭ ¶୧୨)
ଯିହୋବାଙ୍କ ସେବା ସହ ଜଡ଼ିତ ପ୍ରତ୍ୟେକ କାମ କରିବାରେ କିଛି ନା କିଛି ସମସ୍ୟା ଆସେ । କିନ୍ତୁ ଆମକୁ ସେହି କାମଗୁଡ଼ିକ କରିବାରୁ ଆଶିଷ ମଧ୍ୟ ମିଳେ । ଯଦି ଆପଣ ସେହି ଆଶିଷଗୁଡ଼ିକ ଉପରେ ଧ୍ୟାନ ଦେବେ, ତେବେ କୌଣସି କାମ କରିଲେ ମଧ୍ୟ ଆପଣଙ୍କୁ ସେଥିରୁ ଖୁସି ମିଳିବ ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୮୨:୩—ମଣ୍ଡଳୀରେ ‘ପିତୃହୀନମାନଙ୍କୁ’ ପ୍ରେମ ଦେଖାଇବା ଓ ତାଙ୍କର ଚିନ୍ତା କରିବା କେତେ ଜରୁରୀ ଅଟେ ? (ଇନସାଇଟ୍-୧ ପୃ ୮୧୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୮୨:୧–୮୩:୧୮ (ଶିଖାଇବା ଅଧ୍ୟୟନ ୨)
୪. ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ—ଯୀଶୁ କʼଣ କଲେ ?
(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।
୫. ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
(୮ ମି.) ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।
ଗୀତ ୫୭
୬. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୭. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୧-ହି ଅଧ୍ୟୟନ ଲେଖା ୩ ¶୧-୮