इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୨୦

ତୁମେ ନିଜ ପୁତ୍ରକୁ ଦେଲ

ତୁମେ ନିଜ ପୁତ୍ରକୁ ଦେଲ

(୧ ଯୋହନ ୪:୯)

  1. ୧. ଯିହୋବା ହେ ପିତା,

    ନ ଥିଲା ମୋ ଆଶା ।

    ପାଇଛୁ ଜୀବନ,

    ତୁମ ପୁତ୍ରରୁ ।

    ତ୍ୟାଗିଲ ଜୀବନ,

    କଲ ତୁମେ ଦାନ ।

    ଏ ତୁମ ଉପହାର୍‌,

    କରିବୁ ପ୍ରଚାର ।

    (ଘୋଷା)

    ଦେଇଛ ଆମକୁ,

    ଅଦ୍ୱିତୀୟ ପୁତ୍ରଙ୍କୁ ।

    ପ୍ରଶଂସା କରୁ ମିଶି ।

    ଦେଇଛ ତୁମ ପୁତ୍ରକୁ ।

  2. ୨. ଦୟାର ସାଗର

    ଯିହୋବା ମୋ ପିତା

    ଏ ପ୍ରେମ ତୁମର

    ବହୁମୂଲ୍ୟ ଯେ,

    ପିତା ତୁମେ ମହାନ୍‌,

    ଦେଲ ବଳିଦାନ

    ପାଇଛୁ ଜୀବନ

    ହେଉ ତୁମ ଧନ୍ୟ ।

    (ଘୋଷା)

    ଦେଇଛ ଆମକୁ,

    ଅଦ୍ୱିତୀୟ ପୁତ୍ରଙ୍କୁ ।

    ପ୍ରଶଂସା କରୁ ମିଶି ।

    ଦେଇଛ ତୁମ ପୁତ୍ରକୁ ।

    (ଶେଷ ପଂକ୍ତି)

    ଯିହୋବା ମୋ ପିତା, ଧନ୍ୟବାଦ କରୁ ।

    ଅଦ୍ୱିତୀୟ ପୁତ୍ରକୁ, କରିଲ ବଳିଦାନ ।

(ଯୋହ. ୩:୧୬; ୧୫:୧୩ ମଧ୍ୟ ଦେଖନ୍ତୁ ।)