इस जानकारी को छोड़ दें

ଯାକୁବ—ତାଙ୍କୁ ଝଗଡ଼ା ନୁହଁ, ଶାନ୍ତି ପସନ୍ଦ ଥିଲା

ଧ୍ୟାନ ଦିଅନ୍ତୁ ଯେ ଅନ୍ୟମାନଙ୍କ ସହ ଶାନ୍ତି ବଜାୟ ରଖିବା ପାଇଁ ଯାକୁବ କʼଣ କʼଣ କଲେ ? ଆଦି ପୁସ୍ତକ ୨୬:୧୨-୨୪; ୨୭:୪୧–୨୮:୫; ୨୯:୧୬-୨୯; ୩୧:୩୬-୫୫; ୩୨:୧୩-୨୦; ୩୩:୧-୧୧ ଉପରେ ଆଧାରିତ ଅଛି ।

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା

ଯାକୁବ ଉତ୍ତରାଧିକାରୀ ହେଲେ

ଇସ୍‌ହାକ ଏବଂ ରିବିକାଙ୍କ ଯାଆଁଳା ପୁଅ ଥିଲେ ଏଷୌ ଓ ଯାକୁବ । ଏଷୌ ପ୍ରଥମେ ଜନ୍ମ ହୋଇଥିଲା, ତେଣୁ ସେ ଏହି ବିଶେଷ ଉତ୍ତରାଧିକାର ପାଇଥାʼନ୍ତା । ସେ ଗୋଟିଏ ଗିନା ଡାଲି ପାଇଁ ଏହି ଆଶିଷ କାହିଁକି ହରାଇ ଦେଲା ?

ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା

ଯାକୁବ ଓ ଏଷୌ ବୁଝାମଣା କଲେ

ଯାକୁବ ଜଣେ ସ୍ୱର୍ଗଦୂତଙ୍କ ସହ କୁସ୍ତି ଲଢ଼ି କିପରି ଆଶୀର୍ବାଦ ପାଇଲେ ? ସେ ଏଷୌ ସହ ବୁଝାମଣା କିପରି କଲେ ?